ଜାତୀୟ ଖବର ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ, ଏହି ବେଶରେ କଣ ଲଗାଯାଏ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ…