ଆଜିର ଖବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଲେ ରୋହିଣୀ ଘାବରୀ: ଆଜାଦଙ୍କ ଉପରେ ଆଣିଲେ ଗମ୍ଭୀର ଅଭିଯୋଗ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନଗିନା ଲୋକସଭା ଆସନର ସାଂସଦ ଏବଂ ଆଜାଦ ସମାଜ ପାର୍ଟି (କାଂଶିରାମ) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପିଏଚଡି ସ୍କଲାର ଡକ୍ଟର ରୋହିଣୀ…