ଜୀବନ ଶୈଳୀ ନେଲ୍ ପଲିସ୍ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ! ଭୁବନେଶ୍ଵର: ସୁନ୍ଦର ଏବଂ ଷ୍ଟାଇଲିସ୍ ନଖର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲମ୍ବା, ଡିଜାଇନର୍ ଏବଂ ରଙ୍ଗୀନ ନଖ ଫ୍ୟାଶନର ଏକ ମୁଖ୍ୟ ଅଂଶ ପାଲଟିଛି।…