ଆଜିର ଖବର ବିଜେପି ସରକାର ସମୟରେ ସଂଖ୍ୟାଲଘୁ ସୁରକ୍ଷିତ ରହିଛନ୍ତି : ନକ୍ଭୀ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଆଉ ଦିନ କେଇଟା ବାକି ରହିଛି। ଏବେ ସବୁ ଦଳଙ୍କ ତୁଫାନୀ ପ୍ରଚାର ଚାଲିଛି। ଏହିକ୍ରମରେ ବିଜେପି ଖୁବ୍ ଆଗରେ ରହିଛି।…