ଜାତୀୟ ଖବର ନମିତା ଅଗ୍ରୱାଲ ଗାଇଥିବା ଭଗବାନ ଶ୍ରୀରାମଙ୍କ ଓଡ଼ିଆ ଭକ୍ତି ଭଜନ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ: ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରୋଜ ରଥଙ୍କ ସଙ୍ଗୀତ ରଚନାରେ ନମିତା ଅଗ୍ରୱାଲ ଗାଇଥିବା ପ୍ରଭୁ ଶ୍ରୀରାମଙ୍କ ଉପରେ ଆଧାରିତ ଓଡ଼ିଆ ଭକ୍ତି ଭଜନ “ଅଯୋଧ୍ୟା ନଗରୀ…