ଆଜିର ଖବର ବିହାର ବିଧାନସଭାର ଉପ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ଜେଡିୟୁ ନେତା ନରେନ୍ଦ୍ର ନାରାୟଣ ଯାଦବ ପାଟନା: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ନରେନ୍ଦ୍ର ନାରାୟଣ ଯାଦବ ଆଜି ବିହାର ବିଧାନସଭାର ଉପ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୃହର ଉପ…