ଆଜିର ଖବର ବିଶ୍ବର ଦେଢ କୋଟିରୁ ଅଧିକ ଭାରତୀୟ ଜାତୀୟ ସଂଗୀତ ଗାନ କରି ନିଜସ୍ୱ ଭିଡିଓ ଅପଲୋଡ୍ କରିଛନ୍ତି ନୂଆଦିଲ୍ଲୀ, ଆଜାଦି କା ଅମୃତ ମହୋତ୍ସବ ଉପରେ ଦେଶ ତଥା ବିଶ୍ବର ଦେଢ କୋଟିରୁ ଅଧିକ ଭାରତୀୟ ଜାତୀୟ ସଂଗୀତ ଗାଇଛନ୍ତି। ସେଗୁଡିକର ଭିଡିଓ ରେକର୍ଡ କରି…