ଆଜିର ଖବର ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଲେଖ ଜରୁରୀ ନୁହେଁ : ରାଜୀବ କୁମାର ମୁମ୍ବାଇ,22/12 : ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଳେଖ ଜରୁରୀ ନୁହେଁ ବୋଲି ଅର୍ଥନୈତିକ ସଚିବ ରାଜୀବ କୁମାର ପ୍ରକାଶ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ଏବଂ କେଓ୍ବାଇସି…