ଆଜିର ଖବର ସମୁଦ୍ର ଡକାୟତି କବଳରୁ ୧୦୦ ରୁ ଅଧିକ ଲୋକ ଉଦ୍ଧାର, ୨୭ ପାକିସ୍ତାନୀ ଏବଂ ୩୦ ଇରାନୀ ସାମିଲ: ନୌସେନା ନୂଆଦିଲ୍ଲୀ: ସମୁଦ୍ର ଡକାୟତିଙ୍କ ବିରୋଧୀ ଅପରେସନରେ ଭାରତୀୟ ନୌସେନା ୧୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି। ସେଥିମଧ୍ୟରୁ ୨୭ ଜଣ ପାକିସ୍ତାନୀ ଏବଂ ୩୦ ଇରାନୀୟ…