ଆଜିର ଖବର ବିଜେପିର ବିରୋଧ ସତ୍ତ୍ୱେ ନବାବ ମଲିକଙ୍କୁ ଟିକେଟ ଦେଲା ଅଜିତ ପାୱାରଙ୍କ ଦଳ ଏନସିପି ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ। ଏହି ନିର୍ବାଚନରେ ମାନଖୁର୍ଦ ଶିବାଜୀ ଆସନ ଉପରେ ଅଧିକ ଚର୍ଚ୍ଚା ଚାଲିଛି।…