ଆଜିର ଖବର 25 ଲକ୍ଷର ସୁନା ଲୁଟ୍ ରାଜଧାନୀରେ ବଡ ଧରଣର ଲୁଟ୍ ହୋଇଛି। ଭୁବନେଶ୍ବରର ଆଇଡି ମାର୍କେଟ୍ରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟ୍ ହୋଇଛି।ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ…