ଆଜିର ଖବର ୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ ନୂଆଦିଲ୍ଲୀ: ନୂତନ ଶିକ୍ଷା ଅଧିବେଶନରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି ଏବଂ ପାଠ୍ୟକ୍ରମ ପରିବର୍ତ୍ତନ କରିବା ଦିଗରେ ଏନସିଇଆରଟି ଆଉ ଏକ ପଦକ୍ଷେପ ନେଇଛି।…