ଆଜିର ଖବର ନ୍ୟାସନାଲ୍ କନଫରେନ୍ସ ନେତାଙ୍କ ଘର ଉପରକୁ ଆକ୍ରମଣ ନ୍ୟାସ୍ନାଲ୍ କନଫରେନ୍ସ ଦଳର ନେତାଙ୍କ ଘର ଉପରକୁ ଆତଙ୍କୀ ମାନେ ଆକ୍ରମଣ କରିଛନ୍ତି। ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଏହି ଘଟଣା ଘଟିଛି। ପୁଲଓ୍ବାମାର ଟ୍ରାଲ ନିର୍ବାଚନ ମଣ୍ଡଳୀରୁ…