ବିଶେଷ ଖବର ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଭୁବନେଶ୍ଵର: ଦେଶରେ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ନୂଆ ସରକାର ଗଠନ କରିଛି। ନରେନ୍ଦ୍ର ମୋଦୀ କ୍ରମାଗତ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଗତକାଲି…