ଆଜିର ଖବର NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ ନୂଆଦିଲ୍ଲୀ: ଡେଣ୍ଟାଲ୍ କ୍ଷେତ୍ରରେ ଅଧିକ ଅଧ୍ୟୟନ କରିବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାସନାଲ୍ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା – ମାଷ୍ଟର ଅଫ୍…