ଫଟୋ ଖବର ଆଜି ନେଲସନ ମାଣ୍ଡେଲାଙ୍କ ଜନ୍ମଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ସ୍ଥାପତ୍ୟ Remembering the legendary leader & Iconic freedom fighter #NelsonMandela on his birth anniversary. Today is #MandelaDay . “Let’s reflect on…