ଆଜିର ଖବର ନୂଆ କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆତ୍ମନିର୍ଭର ଭାରତ 3.0 ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ…