ଆଜିର ଖବର ଟି-୨୦ ବିଶ୍ୱକପ୍: ଭାରତ-ପାକ୍ ମ୍ୟାଚ୍ରେ ସ୍ନାଇପର ନିୟୋଜିତ, କେବେ ଦେଖିନଥିବେ ଏପରି ସୁରକ୍ଷା ବ୍ୟବସ୍ଥା ନୁଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ତେବେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ…