ରାଜ୍ୟ ଖବର ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ ଭୁବନେଶ୍ଵର : ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ନୂଆ ଆଇନ ଆସୁଛି। ଏଣିକି ଲିଖିତ ଭଡ଼ା ଚୁକ୍ତି ବାଧ୍ୟତାମୂଳକ ହେବ…