ଆଜିର ଖବର ମହଙ୍ଗା ମାଡରୁ ବଡ ଆଶ୍ଵସ୍ତି!, ଏଣିକି କିଲୋଗ୍ରାମ ପିଛା ୨୯.୫୦ ଟଙ୍କାରେ ମିଳିବ ଅଟା ନୂଆଦିଲ୍ଲୀ: ଅଧିକ ମୂଲ୍ୟରେ ଅଟା କିଣୁଥିବା ଗ୍ରାହକଙ୍କୁ ସରକାର ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ସରକାର ଖୁବ୍ ଶୀଘ୍ର ଶସ୍ତା ଅଟା ଯୋଗାଣ ଆରମ୍ଭ କରିବାକୁ ଯାଉଛନ୍ତି।…