ଆଜିର ଖବର ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ୍ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍, ହଂକଂକୁ ପଛରେ ପକାଇ ହାସଲ କଲା ମାଇଲଖୁଣ୍ଟ ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଭାରତୀୟ ଷ୍ଟକ୍ ବଜାର ଏକ ନୂତନ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ସୋମବାର ଷ୍ଟକ୍ ମାର୍କେଟ୍ ବନ୍ଦ ହେବା ପରେ ଘରୋଇ…