ରାଜ୍ୟ ଖବର ସମ୍ବଲପୁରର ରାଣୀ ବଖରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’, ମିଳିବ ପାରମ୍ପରିକ ଖାଦ୍ୟ ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଗତକାଲି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍ ପ୍ୟାଲେସ୍ଠାରେ ଲୋକାର୍ପିତ…