ଆଜିର ଖବର କେରଳରେ ନିପା ଭାଇରସ୍ ଆତଙ୍କ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଖଣ୍ଡନ କେରଳରେ ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିପା ଭାଇରସ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏର୍ଣ୍ଣାକୁଲମ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…