ଆଜିର ଖବର ଯଦି ଲକ୍ଷ୍ମୀ ଅର୍ଥନୀତି ବଞ୍ଚାଇବେ, ତେବେ ନିର୍ମଳା କରିବେ କ’ଣ ? ନୂଆଦିଲ୍ଲୀ : ଦେଶରେ ଅର୍ଥବ୍ୟବସ୍ଥା ଠିକ୍ ନାହିଁ, ରୋଜଗାରକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ବିରୋଧୀ ଲଗାତାର ଭାବରେ ସରକାରକୁ ଏହି ପ୍ରସଙ୍ଗରେ ଘେରୁଛି…