ଆଜିର ଖବର ୧୧,୫୬୨ ଫୁଟ ଉଚ୍ଚତାରେ ଯୋଗ: ଜାତୀୟ ସୋୱା-ରିଗ୍ପା ପ୍ରତିଷ୍ଠାନ ଲେହରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମାପ୍ତ ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ, ଲେହସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋୱା-ରିଗ୍ପା (NISR) ମାର୍ଚ୍ଚ ୨୫ ତାରିଖରେ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ଏକ…