ବିଶେଷ ଖବର ସବୁଠାରୁ ଅଧିକ ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ, ବିଜଦରୁ କିଏ? ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩…