ଆଜିର ଖବର ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ ଭୁବନେଶ୍ୱର: ସ୍ଥାୟୀ ପରିବେଶ ପ୍ରତିଷ୍ଠା ଏବଂ ଊର୍ଜା-କ୍ଷମତାସମ୍ପନ୍ନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତ ପରିବର୍ତ୍ତନ ପାଇଁ ଜାତୀୟ ସଂସ୍ଥାନ (ନୀତି ଆୟୋଗ), ଓଡ଼ିଶା ସରକାର ଏବଂ…