ଆଜିର ଖବର ଗୃହ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ, ହଟିଲେ ବିଏସ୍ଏଫ୍ ଡିଜି ଏବଂ ଓଡିଶା କ୍ୟାଡରକୁ ଫେରିଲେ ସ୍ପେଶାଲ୍ ଡିଜି ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦୁଇଜଣ ବିଏସଏଫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ପଦରୁ ହଟାଇ ଦେଇଛି। ଡିଜି ବିଏସଏଫ ନିତିନ ଅଗ୍ରୱାଲ ଡିଜି ପଦରୁ…