ଅନ୍ତରାଷ୍ଟ୍ରୀୟ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ? ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଅକ୍ଟୋବର ୧୦ ତାରିଖରେ ଘୋଷଣା କରାଯାଇଛି। ଏହି ପୁରସ୍କାର ବ୍ୟକ୍ତି ଏବଂ ସଂଗଠନକୁ ମିଳିଥାଏ, ଯେଉଁମାନେ ବିଶ୍ୱ ସ୍ତରରେ ଶାନ୍ତି,…