ଅନ୍ତରାଷ୍ଟ୍ରୀୟ ‘ନନ-ଭେଜ କ୍ଷୀର’ କ’ଣ?, ଯାହା ଉପରେ ଅଟକି ରହିଛି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖ ୨୦୨୫ ରୁ ନୂତନ ଶୁଳ୍କ କାର୍ଯ୍ୟକାରୀ ହେବା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଆଶା କରାଯାଉଛି।…