ଜାତୀୟ ଖବର ଆଜି ହେଉଛି ସମ୍ବିଧାନ ଦିବସ, ଜାଣନ୍ତୁ ଦେଶର ଏହି ସର୍ବୋଚ୍ଚ ପୁସ୍ତକକୁ କେଉଁଠି ରଖାଯାଇଛି The Constitution of India: ଭାରତୀୟ ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ବିଧି। ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ…