ଆଜିର ଖବର ଭାରତ ଛାଡି ଅନ୍ୟ ଦେଶରେ ଖେଳିବେ ଶିଖର ଧାୱନ: ପୁଣି ପଡ଼ିଆରେ ନଜର ଆସିବେ ‘ଗବର’ ନୂଆଦିଲ୍ଲୀ: ଶିଖର ଧାୱନ ବର୍ତ୍ତମାନ କ୍ରିକେଟ୍ ଛାଡିବାର କୌଣସି ଉଦ୍ଦେଶ୍ୟ ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ବିଦାୟ ନେଇଥିଲେ, କିନ୍ତୁ…