ଆଜିର ଖବର ଆଇନ ବିଶ୍ବବିଦ୍ୟାଳୟରେ ଏନଆରଆଇ କୋଟା ଅସାମ୍ବିଧାନିକ ବୋଲି କହିଲେ ଓଡ଼ିଶା ହାଇକୋର୍ଟ କଟକ, ଆଇନ ବିଶ୍ବବିଦ୍ୟାଳୟରେ ପ୍ରବାସୀ ଭାରତୀୟ କୋଟାରେ କରାଯାଉଥିବା ନାମଲେଖା ଅଗଣତାନ୍ତ୍ରିକ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମାନତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ…