ଆଜିର ଖବର ତେଲ ଅଭାବ ମଧ୍ୟରେ ଭାରତ କାହିଁକି ବାଂଲାଦେଶକୁ ଯୋଗାଇଲା ୫ ହଜାର ଟନ୍ ଡିଜେଲ?: ଜାଣନ୍ତୁ ନୂଆଦିଲ୍ଲୀ: ବାଂଲାଦେଶ ପେଟ୍ରୋଲିୟମ୍ କର୍ପୋରେସନ୍ (BPC) ଅଧ୍ୟକ୍ଷ ମହମ୍ମଦ ରେଜାନୁର ରହମାନ ANI କୁ କହିଛନ୍ତି ଯେ, ଆଜି ଭାରତରୁ ୫ ହଜାର ଟନ୍ ଡିଜେଲ ବାଂଲାଦେଶକୁ…