ଆଜିର ଖବର ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ NTPC ପାୱାର ପ୍ଲାଣ୍ଟରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଘଟି ଆତଙ୍କ ସୃଷ୍ଟି ହୋଇଛି। ପାୱାର ପ୍ଲାଣ୍ଟର ବଙ୍କର-ବିରେ ହଠାତ୍ ବିସ୍ଫୋରଣ…