Nusraat Faria

ନୂଆଦିଲ୍ଲୀ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ, ଅଭିନେତ୍ରୀ ନୁସରତ ଫାରିଆଙ୍କୁ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସେ ଆଜି ଥାଇଲ୍ୟାଣ୍ଡ ଯିବାକୁ ପ୍ରସ୍ତୁତ…