ଆଜିର ଖବର ପଞ୍ଚମ ଟି-୨୦ ଜିତିବା ପରେ ବଦଳିଲା ମିଚେଲ ସାଣ୍ଟନରଙ୍କ ସ୍ୱର: NZ ଅଧିନାୟକ ଦେଲେ ବଡ଼ ବୟାନ ନୂଆଦିଲ୍ଲୀ: ହାମିଲଟନର ସେଡନ ପାର୍କରେ ପଞ୍ଚମ ଟି-୨୦ ରେ ନ୍ୟୁଜିଲାଣ୍ଡ ଭାରତକୁ ୭ ୱିକେଟରେ ହରାଇଛି। ଭାରତ ୨୦ ଓଭରରେ ୮ ୱିକେଟରେ ୧୯୧ ରନ କରିଥିଲା…