ଆଜିର ଖବର ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଚମ୍ପଇ ସୋରେନ୍, ନିମନ୍ତ୍ରଣ ଦେଲେ ରାଜ୍ୟପାଳ ନୂଆଦିଲ୍ଲୀ: ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ସିପି ରାଧାକୃଷ୍ଣନ୍ ଆମନ୍ତ୍ରଣ କରିଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।…