ଆଜିର ଖବର ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ହେମନ୍ତ ସୋରେନ୍ ରାଞ୍ଚି,29/12 : ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ୍ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…