ଆଜିର ଖବର ମୁଁ କୋର୍ଟଙ୍କ ଆଦେଶ ପାଳନ କରିବି ନାହିଁ: ଓବିସି ସାର୍ଟିଫିକେଟ୍ ରଦ୍ଦ ନିଷ୍ପତ୍ତି ପରେ କହିଲେ ମମତା ବାନାର୍ଜୀ କଲିକତା: ବୁଧବାର କଲିକତା ହାଇକୋର୍ଟ ୨୦୧୦ ପରେ ପଶ୍ଚିମବଙ୍ଗରେ ଜାରି କରାଯାଇଥିବା ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ରକୁ ରଦ୍ଦ କରିଦେଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ମମତା…