ଆଜିର ଖବର ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏବଂ କମ୍ପାନୀଗୁଡ଼ିକ ବଜାରରେ ନୂତନ ମଡେଲ୍ ପ୍ରଚଳନ କରୁଛନ୍ତି। ଓବେନ୍ ଇଲେକ୍ଟ୍ରିକ୍ ଆଜି…