Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା କେତେ ? ସକ୍ରିୟ ମାମଲା କେତେ ଅଛି ?

ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସଂକ୍ରାମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ପ୍ରଥମେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଧିରେ ଧିରେ ତାହା ନିୟନ୍ତ୍ରଣକୁ ଆସୁଛି। ତେବେ ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟ ଅନୁସାରେ…

ମୋଟ କୋରନା ପରୀକ୍ଷା- ୧ କୋଟି ୬୪ ଲକ୍ଷ ୨୪ ହଜାର ୬୪୫

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା- ୯ ଲକ୍ଷ ୮୪ ହଜାର ୭୩୧
ମୋଟ ସୁସ୍ଥ ସଂଖ୍ୟା- ୯ ଲକ୍ଷ ୬୫ ହଜାର ୩୭୦
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା- ୧୩ ହଜାର ୬

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଓଡିଶାରୁ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରଣ୍ଟାଇନ କେନ୍ଦ୍ରରୁ 34 ଏବଂ ସ୍ଥାନୀୟରୁ 24 ଜଣ

ଭୁବନେଶ୍ବର, ଆଜି ରାଜ୍ୟରୁ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 24 ଜଣ ସ୍ଥାନୀୟ ସଂକ୍ରମିତ। ଏଥର ବଲାଙ୍ଗୀର ଏବଂ ମୟୁରଭଂଜରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1. Angul: 2

2. Balasore: 2

3. Bargarh: 3

4. Balangir: 5

5. Boudh: 2

6. Cuttack: 4

7. Deogarh: 2

8. Jajpur: 4

9. Jharsuguda: 3

10. Kalahandi: 2

11. Khurda: 1

12. Mayurbhanj: 5

13. Nayagarh: 1

14. Nuapada: 3

15. Puri: 2