ଜାତୀୟ ଖବର ଆଉ କେତେ ପ୍ରାଣ ନେବ କରୋନା, ଆଠ ମାସରେ ଦେଢ ହଜାର ପ୍ରାଣ ନେଇ ସାରିଲାଣି ଭୁବନେଶ୍ବର, ସୋମବାର 16 ନଭେମ୍ବର କରୋନା ଅପଡେଟକୁ ଯଦି ହିସାବ କରାଯାଏ ତେବେ ଓଡିଶାରେ କରୋନା 1543 ଜଣଙ୍କର ପ୍ରାଣ ନେଇ ସାରିଲାଣି। କହିବାକୁ ଗଲେ ମାତ୍ର…