ରାଜ୍ୟ ଖବର ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ନିଯୁକ୍ତି ପର୍ବ କାର୍ୟ୍ୟକ୍ରମରେ ଏହି ନିଯୁକ୍ତି…