EngExam ଭୁବନେଶ୍ବରର ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ପାଇଁ କ୍ୟାବିନେଟ ମଂଜୁରୀ, ଦିଆଗଲା ନୂଆ ନାମ ଭୁବନେଶ୍ବର, ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରର ଘାଟିକିଆରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ…