ଆଜିର ଖବର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଶେଷ ଦିନ, କଣ ରହିଛି କାର୍ଯ୍ୟକ୍ରମ ଭୁବନେଶ୍ବର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତର ଶେଷ ଦିନ। ଆଜି ରାଷ୍ଟ୍ରପତି ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବେ…