ଆଜିର ଖବର ଚନ୍ଦ୍ରଭାଗା ପାଇଁ ମାଷ୍ଟର ପ୍ଲାନ୍ ହେବ : ମୁଖ୍ୟ ଶାସନ ସଚିବ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସକାଳୁ ସକାଳୁ ଇକୋ ରିଟ୍ରିଟ୍ରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କଲେ ବରିଷ୍ଠ ପ୍ରଶାସନିକ…