ଆଜିର ଖବର ଏ ପର୍ଯ୍ୟନ୍ତ ରାଜ୍ୟରେ 2441ଟି ନମୂନାର ପରୀକ୍ଷା ହୋଇଛି, ଜାଣନ୍ତୁ ରାଜ୍ୟର କୋଭିଡ19ର ତାଜା ସୂଚନା ଭୁବନେଶ୍ବର, ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ 2 ହଜାର 4 ଶହ 41ଟି ନମୂନାର କୋଭିଡ19 ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 42ଟି ପଜେଟିଭ ରିପୋର୍ଟ ଆସିଛି। ଗତକାଲି…