ମତାମତ ରକେଟ ବେଗରେ ଫାଇଲ, ହେଲେ ଫାଇଲର ଗତି ଓ ବେଗର ନିୟନ୍ତ୍ରଣ ଆପଣଙ୍କ ହାତରେ ଅଛି ତ ମୁଖ୍ୟ ଶାସନ ସଚିବ ମହାଶୟ! କେଦାର ମିଶ୍ର ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ…