ଆଜିର ଖବର ଫନି ବାତ୍ୟା ପାଇଁ 74 ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳ ବିଭାଗ ଫନି ବାତ୍ୟା କ୍ଷୟକ୍ଷତି ଲକ୍ଷ ରଖି ପୂର୍ବତଟ ରେଳବାଇ 74ଟି ଟ୍ରେନକୁ ବାତିଲ କରିଛି। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି…